Muliasmarak ମୂଳିଆସ୍ମାରକ
MuliaSmarak - Mulia Sahu Memorial Scholarship | ମୂଳିଆସ୍ମାରକ - ମୂଳିଆ ସାହୁ ସ୍ମାରକ ଛାତ୍ରବୃତ୍ତି | A Personal Social Responsibility (PSR) initiative by Dr. Damodar Sahu and his family to support on education to the underprivileged students of Bellaguntha, Ganjam District of Odisha, India ଉପଯୁକ୍ତ ଶିକ୍ଷା ଏକ ବିକାଶ ମୂଳକ ସମାଜ ଗଠନ କରିଥାଏ । ଏକ ନ୍ୟାୟସଙ୍ଗତ ସମାନତାଯୁକ୍ତ ସମାଜର ବିକାଶ ତଥା ରାଷ୍ଟ୍ରୀୟ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷା ଗୁରୁତ୍ଵପୂର୍ଣ୍ଣ। ଗୁଣାତ୍ମକ ଶିକ୍ଷା ପାଇଁ ସାର୍ବଜନୀନ ସୁଯୋଗ ସୃଷ୍ଟି କରିବା, ମେଧାବୀ ଛାତ୍ରଙ୍କୁ ଭବିଷ୍ୟତର ଆର୍ଥିକ ବିକାଶ ଓ ସର୍ବୋତ୍ତମ ମାନର ଶିକ୍ଷା ପାଇଁ ପ୍ରସ୍ତୁତ କରିବା ମୂଳିଆ ସ୍ମାରକ ଏକ ମାଧ୍ୟମ ମାତ୍ର । ଅର୍ଥାଭାବରୁ କୌଣସି ମେଧାବୀ ଛାତ୍ର କିମ୍ବା ଛାତ୍ରୀ ଯେପରି ଉଚ୍ଚଶିକ୍ଷାରୁ ବଞ୍ଚିତ ନହୁଏ ଏହା ହିଁ ମୂଳିଆ ସ୍ମାରକର ପରିଭାଷା ଓ ପ୍ରଚେଷ୍ଟା । ସ୍ଵର୍ଗତ ପିତା ମୂଳିଆ ସାହୁଙ୍କ ସ୍ମୃତିରେ ଏହାକୁ ପରିକଳ୍ପନା କରିଥିଲେ ତାଙ୍କ କନିଷ୍ଠ ପୁତ୍ର ଡଃ ଦାମୋଦର ସାହୁ ଓ ତାଙ୍କ ପରିବାର । ୨୦୧୯ ମସିହା ଠାରୁ ବେଲଗୁଣ୍ଠା ଅଞ୍ଚଳରେ ଶିକ୍ଷାର ବିକାଶ ଓ ସହଯୋଗ ପାଇଁ ଜାରି ରଖିଛି ଅବିରତ ପ୍ରଚେଷ୍ଟା । ମୂଳିଆ ସ୍ମାରକର ଏହି ଶାଶ୍ଵତ ଚିନ୍ତାଧାରା ବିଗତ ବର୍ଷ ଗୁଡିକରେ ଦେଇଛି ଅନେକ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ପ୍ରୋତ୍ସାହନ। ପ୍ରତିବଦଳରେ ପାଇଛି ଆତ୍ମିକ ଆନନ୍ଦ । ଏହି ବୃତ୍ତି ଜରିଆରେ ଅନେକ ଛାତ୍ରଛାତ୍ରୀ ନିଜର ପଥ ସୁଗମ କରିଛନ୍ତି ଉଚ୍ଚ ଶିକ୍ଷା ପାଇଁ । ଏହା ଏକ ଏପରି ଛାତ୍ରବୃତ୍ତି ଯୋଜନା ଯାହା ଦଶମ ଶ୍ରେଣୀରେ ଉଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଆର୍ଥିକ ସ୍ବଚ୍ଛଳ ନଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ମୂଳିଆ ସ୍ମାରକ ବେଲଗୁଣ୍ଠା ବ୍ଲକ ସ୍ତରରେ ଥିବା ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ରଖିଛି ବୃତ୍ତି ଯୋଜନା ।ଆପଣ ମାନଙ୍କ ସହଯୋଗ ଆମକୁ ଆହୁରି ଉତ୍ସାହିତ କରୁ ଏତିକି କାମନା । ଶିକ୍ଷା ଆମ ଛାତ୍ର ଭବିଷ୍ୟତର ମୂଳଦୁଆ ।ଜୟ ମା ସରସ୍ୱତୀ!| “Higher Education is the cornerstone of our Students Future” “Rise by Lifting Others” | “ଅନ୍ୟମାନଙ୍କୁ ଉଠାଇ ଉଠିବା ଚାଲ” Please visit
7-day free trial · no credit card
Verified contacts
2
available on Kipplo
LinkedIn employees
3
1 to 10 range
Open roles
—
no listings
Distinct roles
1
indexed titles
Tech stack
1
tools in use
Monthly traffic
—
organic / mo
Sign up free to see all 2 verified contacts at Muliasmarak ମୂଳିଆସ୍ମାରକ
Free for 7 days · 50 credits · no card · only pay for verified records.
Decision-makers and verified team members
2 contacts with verified email or phone · masked until revealed.
No verified contacts on record for this company yet.
Top roles at Muliasmarak ମୂଳିଆସ୍ମାରକ
1 distinct titles indexed · top 1 shown.
- 1co-founder and philanthropist
Sign up to unlock all 2 contacts at Muliasmarak ମୂଳିଆସ୍ମାରକ
Free for 7 days · 50 credits · no card · only pay for verified records.
Sign up to reveal 2 verified contacts at Muliasmarak ମୂଳିଆସ୍ମାରକ
7-day trial · no credit card · cancel anytime · only pay for verified records.
Trusted by sales, marketing, and GTM engineering teams.